Friday, November 20, 2020

୨୦-୧୧-୨୦୨୦

 

VISWA SAMBAD KENDRA,ODISHA

                              News paper clipping 

 Phone / Fax :(0674) 2953383,

Email: visakeobbsr@gmail.com,Web:www.vskodisha.com

.....................................................................................................

20-11-2020

୨୦-୧୧-୨୦୨୦

ଆଜିର ଖବର କାଗଜ ପୃଷ୍ଠାରୁ

ସଂଗଠନ ସମାଚାର

 

ଏବିଭିପି ତରଫରୁ ଲକ୍ଷ୍ମୀବାଈ ଜୟନ୍ତୀ ପାଳିତ

https://www.sambadepaper.com/imageview_195346_1554560_4_95_20-11-2020_2_i_1_sf.html

 

ଆତଙ୍କବାଦୀ

କରୋନାକୁ ଜୈବିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ଆଇଏସ ଅଲକାଏଦା ଆତଙ୍କବାଦୀ, ଲୋକଙ୍କ ମନରେ ସୃଷ୍ଟି କରୁଛନ୍ତି ଘୃଣା

 

ନୂଆଦିଲ୍ଲୀ, ୨୦।୧୧:   ଅଲକାଏଦା ଆଇଏସଆଇଏସ ସହ ଜଡିତ ଅନେକ ଆତଙ୍କବାଦୀ ସଙ୍ଗଠନ କୋଭିଡ୍-୧୯ ମହାମାରୀ ବାବଦରେ ମିଛ ପ୍ରସାର ପ୍ରସାର କରୁଛନ୍ତି ଏହି ଭାଇରସ ପାପିମାନଙ୍କୁ ଦଣ୍ଡ ଦେଉଛି ଏହା ଭଗବାନଙ୍କ ପ୍ରକୋପ ବୋଲି ସେମାନେ କହୁଛନ୍ତି ଆତଙ୍କବାଦୀମାନେ ଭାଇରସକୁ ଜୈବିକ ଅସ୍ତ୍ରଶସ୍ତ୍ର ଭାବେ ବ୍ୟବହାର କରିବା ପାଇଁ ଉସକାଉଛନ୍ତି ।ଏନେଇ ୟୁଏନର ଏକ ରିପୋର୍ଟରେ ପ୍ରକାଶ ପାଇଛି ୟୁଏନର ଏହି ରିପୋର୍ଟ ହେଉଛି ଭାଇରସକୁ ନେଇ ବିଭିନ୍ନ ଭ୍ରମରୁ ଦୂରରେ ରହିବା ଏହାକୁ ଗୁରୁବାର ୟୁଏନ ଜାରି କରିଛି ରିପୋର୍ଟ ଅନୁସାରେ, ଅପରାଧି ଆତଙ୍କବାଦୀମାନେ କରୋନା ଭାଇରସକୁ ନିଜ ନେଟଓ୍ୱାର୍କକୁ ବଢାଇବାରେ ବ୍ୟବହାର କରୁଛନ୍ତି ଏହାସହ ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରି ଭାଇରସକୁ ଅସ୍ତ୍ରଭାବେ ବ୍ୟବହାର କରୁଛନ୍ତି ଏହାସହ ମନଗଢା କାହାଣୀ କହି ଲୋକଙ୍କୁ ଭ୍ରମରେ ପକାଉଛନ୍ତି  ଏଥିପାଇଁ ସେମାନେ ସୋସିଆଲ ମିଡିଆକୁ ଅସ୍ତ୍ରଭାବେ ବ୍ୟବହାର କରୁଛନ୍ତି

http://www.prameyanews7.com/isis-and-alquda-terrorist-us-corona-as-weapon/

 

ସନ୍ଦିଗ୍ଧ ଆତଙ୍କବାଦୀକୁ ପଚରାଉଚରା : ବିସ୍ଫୋରକ ସାମଗ୍ରୀ ତିଆରି ପାଇଁ ନେଉଥିଲା ତାଲିମ

 

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ ଗିରଫ କରିଥିବା ଜୈଶ--ମହମ୍ମଦର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ ଲତିଫ ମିର ଓରଫ୍ ମହମ୍ମଦ ଅର୍ଶଫ ଖଟାନା ଦେବବନ୍ଦ, ୟୁପିରେ ଅସ୍ତ୍ରଶସ୍ତ୍ର ଚାଳନା ଏବଂ ବିସ୍ଫୋରକ ସାମଗ୍ରୀ ତିଆରି କରିବା ପାଇଁ ତାଲିମ ନେଇଛି। ତେବେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ସେ ଟ୍ରେନିଂ ନେବାକୁ ଦେବବନ୍ଦ ଯାଉଥିଲା। ପଚରାଉଚରା ବେଳେ ଦୁହେଁ କହିଥିଲେ ଯେ ସେମାନେ ଦେବବନ୍ଦ ସମେତ ଅନେକ ସ୍ଥାନରେ କିଛି ଦିନ ହେବରହିଛି ତାସହିତ ଜାମ୍ମୁ କାଶ୍ମୀରର ଆଉ ଚାରିଜଣ ଯୁବକ ପାକିସ୍ତାନ ଯିବାକୁ ଚାହୁଁଥିଲେ। ଗତ ମାସରେ ମଧ୍ୟ ସେ ଜାମ୍ମୁ କାଶ୍ମୀର ସୀମାରୁ ପାକିସ୍ତାନ ଯିବାକୁ ଚେଷ୍ଟା କରିଥିଲେ। ବାଂଲାଦେଶ ଦେଇ ଏହି ଯୁବକମାନଙ୍କୁ ପାକିସ୍ତାନ ପଠାଇବାକୁ ପ୍ରସ୍ତୁତି ଚାଲିଥିଲା।…

ଅଧିକ ଖବର ଦେଖନ୍ତୁ...

 

https://www.samajalive.in/suspected-terrorists-came-to-delhi-with-training-in-making-explosives-and-weapons/241129.html

 

2-ପିଓକେରେ ସେନାରପିନ୍-ପଏଣ୍ଟଅପରେସନ; ଆତଙ୍କବାଦୀ ଶିିବିର ଧ୍ବଂସ

ନୂଆଦିଲ୍ଲୀ : ସୀମାରେ ଆତଙ୍କବାଦୀଙ୍କ ବାରମ୍ବାର ଅନୁପ୍ରବେଶକୁ ପ୍ରତିହତ କରିବା ଲାଗି ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର (ଲଞ୍ଚ ପ୍ୟାଡ) ଉପରେପିନ୍‌-ପଏଣ୍ଟଅପରେସନ କରିଛି। ଏହି ଅପରେସନରେ ଆତଙ୍କବାଦୀଙ୍କ ଅନେକ ଶିବିର ଧ୍ବଂସ ହୋଇଛି। ଲଞ୍ଚ ପ୍ୟାଡରେ ଆତଙ୍କବାଦୀମାନେ ଅନୁପ୍ରବେଶ ନିମନ୍ତେ ପ୍ରସ୍ତୁତ ହୋଇ ରହିଥାନ୍ତି। ପାକ୍ ସେନା ସହାୟତାରେ ଏହି ଆତଙ୍କବାଦୀମାନେ ଭାରତ ସୀମାକୁ ଅନୁପ୍ରବେଶ କରିଥାନ୍ତି। ଆତଙ୍କବାଦୀଙ୍କ ବାରମ୍ବାର ଅନୁପ୍ରବେଶ ଉଦ୍ୟମକୁ ଦେଖି ଏହିସବୁ ସ୍ଥାନ ଉପରେ ଭାରତୀୟ ସେନା ପିନ୍‌-ପଏଣ୍ଟ ଆକ୍ରମଣ କରିଛି। ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରିବା ଲକ୍ଷ୍ୟରେ ଏହି ପିନ-ପଏଣ୍ଟ ଅପରେସନ କରିଛି। ଏହି ଆକ୍ରମଣ ପରଠାରୁ ଗୁରୁବାର ସୀମାରେ କୌଣସି ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇ ନଥିବା ସରକାରୀ ସୂତ୍ରୁରୁ ସୂଚନା ମିଳିଛି।…

ଅଧିକ ଖବର ଦେଖନ୍ତୁ...

https://www.samajalive.in/pin-point-operation-in-pok/241078.html

ପିଓକେରେ ଆକ୍ରମଣ ଗୁଜବ: ଡିଜିଏମ୍
ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଆଜି ପାକ୍ଅଧିକୃତ କାଶ୍ମୀରରେ କୌଣସି ପ୍ରକାର ଆକ୍ରମଣ ହୋଇନାହିଁ। ପିଓକେରେ ଭାରତୀୟ ସେନା ବିମାନ ଆକ୍ରମଣ କରିଥିବା ନେଇ ଯେଉଁ ଖବର ପ୍ରଚାରିତ ହେଉଛି ତାହା ଗୁଜବ ବୋଲି ସେନା ଅପରେସନ୍ ମହାନିର୍ଦ୍ଦେଶକ (ଡିଜିଏମ୍)ଲେଫ୍ଟନାଣ୍ଟ ଜେନେରାଲ ପରମ୍ଜିତ ସିଂହ କହିଛନ୍ତି। ପିଓକେରେ ଭାରତୀୟ ସେନା ବିମାନ ଆକ୍ରମଣ କରିଥିବା ସଂକ୍ରାନ୍ତ ମିଥ୍ୟା ଖବରକୁ କେତେକ ସଂସ୍ଥା ପ୍ରମୁଖତାର ସହ ପରିବେଷଣ କରିଥିବାରୁ ଡିଜିଏମ୍ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଏହି ରିପୋର୍ଟ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି।….

ଅଧିକ ଖବର ଦେଖନ୍ତୁ...

 

https://sambad.in/india-and-beyond/reports-of-indian-armys-action-in-pakistan-occupied-kashmir-pok-across-the-line-of-control-are-fake-588968/

 

 

3-ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଏଦକୁ ୧୦ ବର୍ଷ ଜେଲ ୧୦ ହଜାର ଟଙ୍କା ଜୋରିମାନା

ଲାହୋର: ପାକିସ୍ତାନୀ ଆତଙ୍କବାଦୀ ତଥା ନିଷିଦ୍ଧ ସଙ୍ଗଠନ ଜମାତ -ଉଦ୍-ଦାୱାର ମୁଖ୍ୟ ହାଫିଜ ମହମ୍ମଦ ସଏଦଙ୍କୁ ଲାହୋରର ଆତଙ୍କବାଦୀ ବିରୋଧୀ ଅଦାଲତ ଦୁଇଟି ପୃଥକ ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି ହାଫିଜର ସମସ୍ତ ସମ୍ପତ୍ତି ଜବତ କରିବାକୁ ମଧ୍ୟ ଅଦାଲତ ନିର୍ଦେଶ ଦେଇଛି  ନଭେମ୍ବର ୨୬ରେ (୨୬/୧୧) ମୁମ୍ବାଇ ଆକ୍ରମଣର ମୁଖ୍ୟ କର୍ଣଧାର ବୋଲି ବିବେଚନା କରାଯାଏ  …

ଅଧିକ ଖବର ଦେଖନ୍ତୁ...

 

https://www.samajalive.in/hafiz-said-sentenced-10-years-jail/240902.html

 

https://sambad.in/india-and-beyond/26-11-mastermind-hafiz-saeed-gets-10-year-jail-term-in-2-terror-cases-588893/

 

4- ଏଲଓସି ଅତିକ୍ରମ କରି ଆସୁଥିବା ଆତଙ୍କବାଦୀ ଜୀବିତ ଫେରିବେ ନାହିଁ  : ସେନାମୁଖ୍ୟ

https://sambad.in/india-and-beyond/terrorists-crossing-loc-wont-be-able-to-survive-army-chief-on-nagrota-operations-read-more-at-https-www-aninews-in-news-national-general-news-terrorists-crossing-loc-wont-be-able-to-survive-arm-588930/

 

 

 

4-ଜମ୍ମୁରେ ବଡ଼ ଆକ୍ରମଣଯୋଜନା ପଣ୍ଡ: ଆତଙ୍କବାଦୀ ନିପାତ, ବିପୁଳ ଆର୍ଡିଏକ୍ସ ଅସ୍ତ୍ରଶସ୍ତ୍ର ଜବତ

ଜମ୍ମୁ: ଜମ୍ମୁରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷାବାହିନୀ। ନାଗ୍ରୋଟା ନିକଟସ୍ଥ ଜମ୍ମୁ -ଶ୍ରୀନଗର ଜାତୀୟ ରାଜପଥରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ପୁଲିସ କର୍ମୀ ମଧ୍ୟ ଏହି ଗୁଳି ବିନିମୟରେ ଆହତ ହୋଇଛନ୍ତି। ପୁଲିସ ସୂଚନାନୁଯାୟୀ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ ଯୋଜନା କରି ବିପୁଳ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ସହ କାଶ୍ମୀର ଅଭିମୁଖେ ଯାତ୍ରା କରୁଥିଲେ। ତେବେ ଭୋର୍୫ଟା ସେମାନଙ୍କୁ ଠାବ କରି ମିଳିତ ବାହିନୀ ନିପାତ କରିଥିଲା।…

ଅଧିକ ଖବର ଦେଖନ୍ତୁ...

https://sambad.in/india-and-beyond/large-scale-attack-in-jammu-and-kashmir-589033/

ଚୀନ୍

ଡୋକ୍ଲାମ୍ଅଚଳାବସ୍ଥା ଠାରୁ କି.ମି. ଦୂର ଭୁଟାନ ସୀମା ଭିତରେ ଗ୍ରାମ ସ୍ଥାପନ କଲା ଚୀନ୍

ନୂଆଦିଲ୍ଲୀ: ୨୦୧୭ରେ ଚୀନ୍ ଭାରତ ସେନାଙ୍କ ମଧ୍ୟରେ ଚାଲିଥିବା ତୀବ୍ର ଅଚଳାବସ୍ଥା ସ୍ଥାନର ଖୁବ୍ ନିକଟ ଭୁଟାନ ସୀମାର ଦୁଇ କିଲୋମିଟର ଭିତରକୁ ଚୀନ୍ଏକ ଗ୍ରାମ ପ୍ରତିଷ୍ଠା କରିଛି। ଗୁରୁବାର ଦିନ ଚୀନ୍ ରାଷ୍ଟ୍ରାୟତ ଗଣମାଧ୍ୟମ ସହ ସମ୍ପୃକ୍ତ ଜଣେ ବରିଷ୍ଠ ସାମ୍ବାଦିକ ପୋଷ୍ଟ୍କରିଥିବା ଫଟୋରୁ ଏହା ଜଣାପଡ଼ିଛି।ଚୀନ୍ସିଜିଟିଏନ୍ନିଉଜ୍‌’ ବରିଷ୍ଠ ପ୍ରଡ୍ୟୁସର୍ସେନ୍ସିୱେଇ ଟୁଇଟ୍ରେ ଆଜି ସକାଳେ ସେହି ଫଟୋଗୁଡ଼ିକ ପୋଷ୍ଟ୍କରିଥିଲେ। ଏହା ଡୋକ୍ଲାମ୍ ଅଞ୍ଚଳରେ ସ୍ଥାପନ କରାଯାଇଥିବା କଥା ସେ ପ୍ରଥମେ କହିଥିଲେ, କିନ୍ତୁ ପରେ ଏହି ବସତିର ପ୍ରକୃତ ଅବସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇଥିଲେ। ମାତ୍ର, ଏହାପରେ ସେ ଟୁଇଟ୍କୁ ଡିଲିଟ୍କରିଦିଆଯାଇଛି।…

ଅଧିକ ଖବର ଦେଖନ୍ତୁ...

 

https://sambad.in/india-and-beyond/china-sets-up-village-within-bhutan-9-km-from-doklam-face-off-site-588992/

 

ବେଙ୍ଗାଲୁରୁ ଦଙ୍ଗା:

୪୩ ସ୍ଥାନରେ ତଲାସ କଲାଏନ୍ଆଇଏ

 

ନୂଆଦିଲ୍ଲୀ: ସାମ୍ପ୍ରଦାୟିକ ଦଙ୍ଗା ସଂକ୍ରାନ୍ତ ମାମଲାରେ ବେଙ୍ଗାଲୁରୁର ପୂର୍ବତନ ମେୟର୍ସମ୍ପତ ରାଜ ଗିରଫ ହେବାର ଦୁଇ ଦିନ ପରେସୋସିଆଲ୍ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ’ (ଏଡିପିଆଇ) ଏବଂଦି ପଲିଟିକାଲ୍ୱିଙ୍ଗ୍ ଅଫ୍ ପପୁଲାର୍ଫ୍ରଣ୍ଟ୍ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଚାରିଟି କାର୍ଯ୍ୟାଳୟ ସମେତନ୍ୟାସ୍ନାଲ୍ଇନ୍ଭେଷ୍ଟିଗେସନ୍ଏଜେନ୍ସି’ (ଏନ୍ଆଇଏ) ୪୩ଟି ସ୍ଥାନରେ ତଲାସ କରିଛି। ଅଗଷ୍ଟ ୧୧ ତାରିଖ ଦିନ ଏହି ଦଙ୍ଗା ଘଟିଥିଲା।

ଅଧିକ ଖବର ଦେଖନ୍ତୁ...

https://sambad.in/india-and-beyond/bengaluru-riots-nia-conducts-searches-at-43-locations-588473/

କରୋନା ଭାଇରସ୍

ଉହାନ ନୁହେଁ ଇଟାଲୀରେ ପ୍ରଥମେ ବ୍ୟାପିଥିଲା କରୋନା ଭାଇରସ୍, ଚୀନ୍ ଏହି ଦାବିକୁ ଖଣ୍ଡନ କଲେ ଚୀନ୍ ବୈଜ୍ଞାନିକ

http://www.prameyanews7.com/corona-virus-was-first-spread-from-italy-not-wuhan-scientist-extracted-chinese-claim/

 

ସୁଧୁରୁଛି ଭାରତର ଅର୍ଥନୀତି

 

 

https://www.sambadepaper.com/imageview_195231_05959253_4_77_20-11-2020_14_i_1_sf.html

 

ସ୍ୱାବଲମ୍ବନ

 

ଚାଷରେ ଯୁବ ବର୍ଗ ପାଇଁ ପ୍ରେରଣାର ଉତ୍ସ ଦେବାଶିଷ

 

https://samajaepaper.in/imageview_35_201120200335238_4_71_20-11-2020_20_i_1_sf.html

 

ଗୋ ସମ୍ବର୍ଦ୍ଧନା

 

ଗୋ ସମ୍ବର୍ଦ୍ଧନା ଓ ପ୍ରଶିକ୍ଷଣ ଶିବିର

https://samajaepaper.in/imageview_40_2011202003625557_4_71_20-11-2020_25_i_1_sf.html

 

 

 

ଚନ୍ଦରପୁରରେ ଗୋ ସମ୍ବର୍ଦ୍ଧନା ଉ୍‌ତ୍ସବ

https://samajaepaper.in/imageview_10_201120200550700_4_73_20-11-2020_18_i_1_sf.html

 

ନୟାଗଡରେ ଗୋ ସମ୍ବର୍ଦ୍ଧନା ଉ୍‌ତ୍ସବ

https://samajaepaper.in/imageview_14_2011202005636944_4_73_20-11-2020_21_i_1_sf.html

 

 

 

 

 

 

 

 

 

 

 

No comments:

Post a Comment