VISWA SAMBAD KENDRA,ODISHA
News paper clipping
Phone / Fax :(0674) 2953383,
Email: visakeobbsr@gmail.com,Web:www.vskodisha.com
.....................................................................................................
୨୨ ନଭେମ୍ବର ୨୦୨୦ ଗଣମାଧ୍ୟମରେ ପ୍ରକାଶିତ ଖବର
୨୨-୧୧-୨୦୨୦
ସଂଗଠନ ସମାଚାର
ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ମୋହନ ଭାଗବତ
ଭୁବନେଶ୍ବର : ଆସନ୍ତା ୨୫ ଓ ୨୬ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର କ୍ଷେତ୍ରସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ପୂର୍ବକ୍ଷେତ୍ର ପାଇଁ ଭୁବନେଶ୍ୱର ତେରାପନ୍ଥ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସରସଂଘଚାଳକ ଡ. ମୋହନ ଭାଗବତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେ ୨୪ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ତାଙ୍କ ସହିତ ସରକାର୍ଯ୍ୟବାହ ସୁରେଶ ଯୋଶୀ ମଧ୍ୟ ଉପସ୍ଥିତ ରହିବେ। ପଶ୍ଚିମବଙ୍ଗ, ଓଡ଼ିଶା, ଆଣ୍ଡାମାନ ଓ ନିକୋବର ଅଞ୍ଚଳରେ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ୩୫ଜଣ ସଦସ୍ୟ ଏହି ବୈଠକରେ ଭାଗ ନେବେ। କରେନାର ବର୍ତମାନର ସ୍ଥିତି ଏବଂ ସରକାରୀ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଭାରତୀୟ ସ୍ତରରେ ଅନୁଷ୍ଠିତ ନ ହୋଇ ଏହି ବୈଠକ କ୍ଷେତ୍ରସ୍ତରରେ ଅନୁଷ୍ଠିତ ହେଉଛି। ଚଳିତବର୍ଷ ଏହି ବୈଠକ ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ମହାମାରୀ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଲା।
1-sambad -https://sambad.in/state/mohan-bhagwat-will-pay-a-three-day-visit-to-odisha-590072/
2-odishabytes.com-https://odishabytes.com/rss-chief-mohan-bhagwat-to-visit-odisha-on-nov-24/
4-odishanewstune- http://odishanewstune.com/2020/11/21/rss-chief-mohan-bhagwats-3-day-odisha-visit-begins-on-tuesday/
5-KalingaTV-RSS Chief Mohan Bhagwat On Three-day Visit To Odisha From
November 24 || https://www.youtube.com/watch?v=XIiUcjUo9Vg
6-OTV-RSS Chief Mohan
Bhagwat To Visit Odisha On Nov 24
https://www.youtube.com/watch?v=1En8JAOCfn0
ବଜରଙ୍ଗ ଦଳର ବ୍ଲକ ସ୍ତରୀୟ ବୈଠକ
https://www.sambadepaper.com/imageview_196506_12658775_4_95_22-11-2020_0_i_1_sf.html
ରାଜ୍ୟରେ ୧୪ ହଜାର ବିଦ୍ୟାଳୟ ବନ୍ଦ ନଷ୍ପତିକୁ ଏବିଭିପିର
ବିରୋଧ
http://epaper.prameyanews.com/m/421587/5fb97f6161a44
ଲଭ୍ ଜେହାଦ
ବିହାରରେ
ଲଭ୍ ଜେହାଦ ପାଇଁ ଆଇନ୍ ଆସିବ
http://www.samayaepaper.com/epaper/20201122/11.php
ସ୍ୱାବଲମ୍ବୀ
ଦିବ୍ୟାଙ୍ଗ ହେଲେ ବି ଆତ୍ମନିର୍ଭରଶୀଳ ସତ୍ୟଭାମା
https://www.sambadepaper.com/imageview_196479_0958120_4_90_22-11-2020_0_i_1_sf.html
ଆଦିବାସୀ
ଜମିଜମା ଓ ଜାଲ ପ୍ରମାଣପତ୍ର ମାମଲାର ସମାଧାନ ଦାବି
ଫୁଲବାଣୀ: କନ୍ଧମାଳ କୁଇ ସମାଜ ସମନ୍ବୟ ସମିତିର ୨୩ତମ ବାର୍ଷିକ ସମାବେଶ କୋଭିଡ ନିୟମ ପାଳନ ସହ ଅନୁଷ୍ଠିତ ହୋଇ ଯାଇଛି। ପୁଷରା କହଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ସମାବେଶରେ କୁଇ ସମାଜ ସମନ୍ବୟ ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହଁର ଆଦିବାସୀଙ୍କ ସ୍ବାର୍ଥ କଥା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଭୁଲି ଯାଉଛି ବୋଲି କହିଥିଲେ। ଆଦିବାସୀଙ୍କ ଜମିକୁ ହଡପ କରାଯାଉଛି, ସେମାନଙ୍କ ନାଁରେ ଜାଲ ପ୍ରମାଣ ପତ୍ର ବାହାର କରି ସରକାରୀ ଚାକିରି ଅଣ ଆଦିବାସୀ କରୁଛନ୍ତି, ଜମିଜମା ଓ ଜାଲ ପ୍ରମାଣ ପତ୍ର ମାମଲାର ବର୍ଷବର୍ଷ ଧରି ତଦନ୍ତ ଚାଲିଛି ବୋଲି କହି ଏସବୁର ତୁରନ୍ତ ସମାଧାନ ପାଇଁ ସେ ଦାବି କରିଥିଲେ।…
https://sambad.in/state/kui-samaj-samnwaya-samiti-589869/
ଆତଙ୍କବାଦ
୨୦୨୦ରେ ୧୯୧ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଜାମ୍ମୁ-କଶ୍ମୀରରେ ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ବାରା ୨୦୨୦ ଜାନୁଆରୀରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜାମ୍ମୁ-କଶ୍ମୀରରେ ୧୯୧ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୨୦ ବିଦେଶୀ; ଅଥାତ୍ ପାକିସ୍ତାନୀ। ଏହି ସମୟ ମଧ୍ୟରେ ପ୍ରାୟ ୧୪୫ ଜଣ ସ୍ଥାନୀୟ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ନିଖେଜ ଥିବା ଆଉ ପ୍ରାୟ ୮ଜଣ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଆଶଙ୍କା କରାଯାଉଛି। ୨୦୧୮ରେ ହୋଇଥିବା ୧୦୭ ଗୁଳି ବିନିମୟ ଘଟଣାରେ ସର୍ବାଧିକ ୨୫୪ ଆତଙ୍କବାଦୀ ନିପାତ ହୋଇଥିଲେ। ଅପରପକ୍ଷରେ ସେ ବର୍ଷ ୨୧୦ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ। ଚଳିତ ବର୍ଷ ଏପର୍ୟ୍ୟନ୍ତ ୮୬ଟି ଗୁଳି ବିନିୟମ ଘଟଣା ଘଟିଛି। ଆତଙ୍କବାଦ ସହ ସମ୍ପୃକ୍ତ ପ୍ରାୟ ୫୦ ଯୁବକ ଗିରଫ ହୋଇଛନ୍ତି ଅଥବା ଆତ୍ମସମର୍ପଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ୨୦୧୯ରେ ଅନୁଷ୍ଠିତ ୭୯ ଗୁଳି ବିନିମୟରେ ୧୫୭ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୭ କାଶ୍ମୀରୀ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ।
https://www.samajalive.in/terrorist-10/242020.html
https://sambad.in/india-and-beyond/191-terrorists-killed-this-yr-so-far-589798/
ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଗୁଡ଼ିକୁ ଏକ ଘରକିଆ କରାଯାଉ – ଉପରାଷ୍ଟ୍ରପତି
ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଗୁଡ଼ିକୁ ଏକ ଘରକିଆ କରି ଦେବା ଲାଗି ବିଶ୍ୱ ସମୁଦାୟ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ସେହି ରାଷ୍ଟ୍ରଗୁଡ଼ିକ ପ୍ରତି ଆର୍ଥିକ କଟକଣା ମଧ୍ୟ ଲାଗୁ କରାଯିବାକୁ ସେ କହିଛନ୍ତି। ଆତଙ୍କବାଦ ସମସ୍ୟା ବୃଦ୍ଧି ପାଉଥିବା ସଂପର୍କରେ ସେ ଉଦ୍ବେଗ ପ୍ରକାଶ କରିବା ସହ ଆନ୍ତର୍ଜାତିକ ଆତଙ୍କବାଦ ସଂପର୍କରେ ଦୀର୍ଘଦିନରୁ ରହିଥିବା ଭାରତର ପ୍ରସ୍ତାବକୁ ଜାତିସଂଘ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।…….
ପାକ୍ ଅଧିକାରୀଙ୍କୁ ସମନ କଲା ଭାରତ, ପାକିସ୍ତାନକୁ କଡ଼ା ଚେତାବନୀ
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଜେଇଏମ୍ (ଜୈସ୍ ଏ ମହମ୍ମଦ୍)ର ଏକ ବଡ଼ ଧରଣର ଆକ୍ରମଣ ଯୋଜନାକୁ ନିକଟରେ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ପାକିସ୍ତାନର ଜେଇଏମ୍ କାଶ୍ମୀରରେ ବଡ଼ ହିଂସା ଘଟାଇବାପାଇଁ ଯୋଜନା କରିଥିଲା ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିବାପରେ ଭାରତ ଏହାକୁ ଅତି ଗମ୍ଭୀରତାର ସହ ନେଇଛି। ଭାରତ ପାକିସ୍ତାନ ଦ୍ବାରା ହୋଇଥିବା ଏଭଳି ଯୋଜନାର ତୀବ୍ର ପ୍ରତିବାଦ କରିଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ ହାଇ କମିସନ୍ର ଜଣେ ବରିଷ୍ଠ ଅଧିକାରୀ ଅଫତାବ ହାସନ ଖାନ୍ଙ୍କୁ ସମନ୍ କରାଯାଇଛି। ଭାରତ ଆତଙ୍କବାଦ ବିରୋଧରେ ଲଢ଼ିବା ଏବଂ ନିଜର ଜାତୀୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସବୁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ କହିଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରିବା ନୀତିରୁ ଓହରିଯାଉ ଏବଂ ଏହାର ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରୁ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ବିବୃତି ଜାରି କରି କୁହାଯାଇଛି।
https://sambad.in/india-and-beyond/india-summons-pakistan-officials-589960/
ନୂଆପଡ଼ା:
ବିପୁଳ
ପରିମାଣର
ବନ୍ଧୁକ,
ଗୁଳି
ଏବଂ
ମାଓ
ସାମଗ୍ରୀ ଜବତ
ନୂଆପଡ଼ା: ଛତିଶଗଡ଼ ପୁଲିସର ଗୁପ୍ତ ସୂଚନା ଆଧାରରେ ଗତକାଲି ଭୈଁସାଦନୀର ସିଆରପିଏଫ୍ ଯବାନମାନେ ମାଓ ଶିବିର ଉପରେ ଚଢଉ କରି ବିପୁଳ ପରିମାଣର ବନ୍ଧୁକ ଏବଂ ଗୁଳି ଜବତ କରିଥିବା ବେଳେ ମାଓ ସାମଗ୍ରୀ ବି ଉଦ୍ଧାର କରିଥିବାର ଖବର ମିଳିଛି। କମାଣ୍ଡାଣ୍ଟ ଉଷା ସିଂହଙ୍କ ତତ୍ତ୍ବାବଧାନରେ ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମୃତ ସିଂହଙ୍କ ନେତୃତ୍ୱରେ ଭୈଁସାମୁଣ୍ଡି ଗ୍ରାମର ଜଙ୍ଗଲରେ ଥିବା ମାଓ ଶିବର ଉପରେ ଚଢଉ କରାଯାଇଥିଲା।….
https://sambad.in/state/nuapada-mao-materials-rescued-590132/
No comments:
Post a Comment