VISWA SAMBAD KENDRA,ODISHA
News paper clipping
Phone / Fax :(0674) 2953383,
Email: visakeobbsr@gmail.com,Web:www.vskodisha.com
.....................................................................................................
୨୩ନଭେମ୍ବର ୨୦୨୦ ଗଣମାଧ୍ୟମରେ ପ୍ରକାଶିତ ଖବର
୨୩-୧୧-୨୦୨୦
ସଂଗଠନ ସମାଚାର
prameyanews -୨୪ରେ
ଓଡିଶା ଆସିବେ ମୋହନ ଭାଗବତ
http://epaper.prameyanews.com/m/421689/5fbad738695ca
khabareast -आरएसएस प्रमुख मोहन भागवत तीन दिवसीय दौरे पर 24 नवंबर को आएंगे भुवनेश्वर
http://khabareast.com/Odisha/RSS-chief-Mohan-Bhagwat-to-visit-Bhubaneswar-on-24-November
jagran -आरएसएस प्रमुख मोहन भागवत 24 नवंबर को पहुंचेंगे भुवनेश्वर, पदाधिकारियों के साथ करेंगे बैठक
https://www.jagran.com/odisha/bhubaneshwar-rss-chief-mohan-bhagwat-will-reach-bhubaneswar-on-november-twenty-four-21088592.html
କେନ୍ଦ୍ରାପଡା ନଗର ଏବିଭିପିର ନୂତନ କାର୍ଯ୍ୟକାରିଣୀ ଘୋଷଣା
https://samajaepaper.in/imageview_42_231120202355798_4_71_23-11-2020_29_i_1_sf.html
ବ୍ରହ୍ମପୁର ଏବିଭିପିର ମହାନଗର ସମ୍ମିଳନୀ
http://epaper.prameyanews.com/edition/8101/berhampur/page/4
ସୋରରେ ଏବିଭିପି ସମ୍ମିଳନୀ
http://epaper.prameyanews.com/edition/8102/balasore/page/5
https://www.sambadepaper.com/imageview_196823_0573988_4_75_23-11-2020_13_i_1_sf.html
କେନ୍ଦ୍ରାପଡା-ଏବିଭିପିର ନଗର କାର୍ଯ୍ୟକାରିଣୀ
https://www.sambadepaper.com/imageview_196888_04758802_4_88_23-11-2020_0_i_1_sf.html
ମଜୁଦୁର ସଂଘର ବାର୍ଷିକ ସମ୍ମିଳନୀ
https://www.sambadepaper.com/imageview_196921_05352884_4_85_23-11-2020_0_i_1_sf.html
ବ୍ୟାସନଗର: ବିଶ୍ୱହିନ୍ଦୁ ପରିଷଦ ତରଫରୁ ହନୁମାନ ମନ୍ଦିର ସଫେଇ
https://www.sambadepaper.com/imageview_196860_03243141_4_73_23-11-2020_13_i_1_sf.html
ଆର୍ଏସ୍ଏସ୍ଠୁ କାହିଁକି ଦୂରେଇ ଥିଲେ ବାଜପେୟୀ? ସାମ୍ନାକୁ ଆସିଲା ବାନ୍ଧବୀ ରାଜକୁମାରୀଙ୍କ ଭୂମିକା
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜୀବନ ବିବାହ କରି ନ ଥିଲେ ସତ; କିନ୍ତୁ ପ୍ରେମ କରୁଥିଲେ। ଗ୍ବାଲିୟରର ସହପାଠିନୀ ବାନ୍ଧବୀ ରାଜକୁମାରୀ କୌଲଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଥିଲା। ଏହାକୁ ନେଇ ଆର୍ଏସ୍ଏସ୍ରେ ଝଡ଼ ମଧ୍ୟ ଉଠିଥିଲା। ତେବେ ବାଜପେୟୀ ତାଙ୍କ ପ୍ରେମରୁ ପଛକୁ ହଟି ନଥିଲେ। ସେଥିପାଇଁ ଉଦାରବାଦୀ ବାଜପେୟୀଙ୍କୁ ଆରଏସ୍ଏସ୍ର ଘନିଷ୍ଠ ମହଲରୁ ବାହାରେ ରଖାଯାଇଥିଲା। ବାଜପେୟୀଙ୍କ ଏହି ପ୍ରେମ ଏବଂ ତାଙ୍କ ରାଜନୈତିକ ଜୀବନରେ ଏହାର ଭୂମିକା ସଂପର୍କରେ ଏଭଳି ରୋଚକ ବିଷୟକୁ ପଦାକୁ ଆଣିଛି ରାଜନୀତି ବିଜ୍ଞାନୀ ତଥା ଲେଖକ ବିନୟ ସୀତାପତିଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଯୁଗଳବନ୍ଦୀ-ଦି ବିଜେପି ବିଫୋର ମୋଦୀ’।……………………
https://sambad.in/india-and-beyond/why-was-vajpayee-away-from-the-rss-590431/
http://www.prameyanews7.com/story-of-atal-vihari-bajpayee-in-new-book/
ସମାଜ-ହିନ୍ଦୁ ବରକୁ ମୁସଲିମ କନ୍ୟା
https://samajaepaper.in/imageview_32_2311202022824469_4_71_23-11-2020_2_i_1_sf.html
ଗୋମାତା
ମଧ୍ୟ ପ୍ରଦେଶରେ ଲାଗିପାରେ ଗୋମାତା ଟ୍ୟାକ୍ସ, ଶିବରାଜ କହିଲେ- ଜନତାଙ୍କଠୁ ମିଳିଛି ସରକାତ୍ମକ ସନ୍ଦେଶ
ଭୋପାଳ ୨୨।୧୧: ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି, ବିଜେପି ସରକାର ରାଜ୍ୟରେ ଗୋବଂଶ କଲ୍ୟାଣ ପାଇଁ ଅର୍ଥ ଯୋଗାଡ ପାଇଁ କିଛି ଟ୍ୟାକ୍ସ ଲଗାଇବାକୁ ଯୋଜନା କରୁଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଭୋପାଳରେ ନିଜ ବାସଭବନରେ ଅନଲାଇନ୍ ମାଧ୍ୟମରେ ରାଜ୍ୟର ନବଗଠିତ ଗୋକ୍ୟାବିନେଟ୍ ବୈଠକ କରିଛନ୍ତି।
http://www.prameyanews7.com/shivraj-said-gomata-tax-can-be-expected-in-mp/
ଆଠଗଡ ବିକାଶ ମଂଚର ଗୋପୁଜନ
https://samajaepaper.in/imageview_33_2311202022852227_4_71_23-11-2020_20_i_1_sf.html
ଅସ୍ତରଙ୍ଗ: ଷଣ୍ଢ ଚାଲାଣ ବେଳେ ଧରାପଡିଲେ
https://www.sambadepaper.com/imageview_196922_0544151_4_85_23-11-2020_2_i_1_sf.html
ସେବା
୧୦୧
ଥର
ରକ୍ତଦାନ
https://www.sambadepaper.com/imageview_196802_0258656_4_77_23-11-2020_12_i_1_sf.html
ଗଛ ମଣିଷ ବାଇଧର

ଲଭ୍ ଜିହାଦ
ଲଭ୍ ଜିହାଦ ଆଇନକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଲେ ଓଓ୍ଵେସୀ, କହିଲେ- ଆଇନ କରିବା ପୂର୍ବରୁ ପ୍ରଥମେ ସମ୍ଵିଧାନ ପଢି ନିଅନ୍ତୁ
ନୂଆଦିଲ୍ଲୀ ୨୨।୧୧: ଭାରତରେ ସଂପ୍ରତି ଲଭ୍ ଜିହାଦ ବିରୁଦ୍ଧରେ ଆଇନ ପ୍ରଣୟନ କରିବା ମାମଲା ଚର୍ଚ୍ଚାରେ ରହିଛି। ମଧ୍ୟ ପ୍ରଦେଶର ଶିବରାଜ ସରକାର ଏହାରି ବିରୋଧରେ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ବେଳେ ଉତ୍ତର ପ୍ରଦେଶ ମଧ୍ୟ ଶୀଘ୍ର ଏହାକୁ ନେଇ ଆଇନ ତିଆରି କରିବାକୁ ଯାଉଛି। ଏହା ବ୍ୟତୀତ ବିହାର, ହରିୟାଣାରେ ମଧ୍ୟ ଲଭ୍ ଜିହାଦ ବିରୁଦ୍ଧରେ ଆଇନ କରିବାକୁ ଦାବି ଉଠୁଛି। ଏହା ମଧ୍ୟରେ ଏଆଇଏମଆଇଏମର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ହାଇଦ୍ରାବାଦର ସାଂସଦ ଅସଦୁଦ୍ଦୀନ ଓଓ୍ଵେସୀ ଏହା ସମ୍ବିଧାନର ଭାବନା ବିରୁଦ୍ଧ ଦର୍ଶାଇ ପ୍ରଥମେ ସମ୍ଵିଧାନ ପଢିବାକୁ ପରାମର୍ଶ ଦେଇଛନ୍ତି।
http://www.prameyanews7.com/owaisi-says-on-love-jihad-it-will-be-gross-violation-of-articles-14-21-scrap/
ଶପଥ ଗ୍ରହଣ ସମାରୋହରେ AIMIM ବିଧାୟକଙ୍କ ହଙ୍ଗାମା: ହିନ୍ଦୁସ୍ଥାନ କହିବାକୁ କଲେ ଅସ୍ବୀକାର
ପାଟନା ୨୩/୧୧ : ୧୭ତମ ବିହାର ବିଧାନସଭା ଅଧିବେଶନ ସମୟରେ ସଂସଦରେ ପ୍ରବେଶ କରିବା ପୂର୍ବରୁ ବିଧାୟକମାନେ ପାହାଚକୁ ପ୍ରଣାମ କରି ପ୍ରବେଶ କରିଥିବାର ଏକ ସୁନ୍ଦର ଫଟୋ ଭାଇରାଲ ହୋଇଛି। କିନ୍ତୁ ଅସଦୁଦ୍ଦିନ ଓୱୋସୀଙ୍କ AIMIM ଦଳ ବିଧାୟକ ହିନ୍ଦୁସ୍ଥାନ ନ କହିବାକୁ ହଙ୍ଗାମା ହୋଇଛି। ଦଳର ବିଧାୟକ ଶପଥ ସମୟରେ ଭାରତ କହିବାକୁ ଜିଦ ଧରି ବସିଥିଲେ କାରଣ ସେମାନେ ହିନ୍ଦୁସ୍ଥାନ କହିବାକୁ ଆପତ୍ତି ଦର୍ଶାଇଥିଲେ। ସବୁଠାରୁ ଖାସ କଥା ହେଲା ଏଆଇଏମଆଇଏମ ବିଧାୟକଙ୍କ ଏହି ବ୍ୟବହାରକୁ ଜନତା ଦଳ ୟୁନାଇଟେଡ଼ ବିରୋଧ କରିଥିଲା।
http://www.prameyanews7.com/aimim-mla-refuse-to-speak-hindustan-during-oath-taking-ceremony-in-bihar/
ଦେଶ ବିଦେଶ
ପାକିସ୍ତାନ ଛାଡିବାକୁ ଗୁଗୁଲ.ଟ୍ୱିଟର ଓ ଫେସବୁକର ଧମକ
https://samajaepaper.in/imageview_46_231120202389710_4_71_23-11-2020_5_i_1_sf.html
ମାଓ ଶିବିର ଠାବ ବିପୁଳ ପରିମାଣର ମାରଣାସ୍ତ୍ର ଓ ମାଓସାମଗ୍ରୀ ଜବତ
https://samajaepaper.in/imageview_23_2311202022215172_4_71_23-11-2020_11_i_1_sf.html
ଯୁବ ଇଂଜିନିୟରରୁ ସଫଳ ଚାଷୀ
http://epaper.prameyanews.com/m/421739/5fbad958f2a98
ମଥୁରାରେ ଦୁଇ ସାଧୁଙ୍କ ରହସ୍ୟଜନକ ମୃତ୍ୟୁ
ମଥୁରା : ମଥୁରାର ଏକ ଆଶ୍ରମରେ ଦୁଇ ଜଣ ସାଧୁଙ୍କର ରହସ୍ୟଜନକ ମୃତ୍ୟୁ ହୋଇଛି। ଚା’
ପିଇ ସାରିବା ପରେ ଦୁଇ ଜଣ ସାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଧୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମଥୁରାର ଏସଏସପି ଗୌରବ ଗ୍ରୋଭରଙ୍କ କହିବାନୁଯାୟୀ,
୬୦ ବର୍ଷ ବୟସ୍କ ସାଧୁ ଗୁଲାବ ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ୬୧ ବର୍ଷୀୟ ସାଧୁ ଶ୍ୟାମ ସୁନ୍ଦରଙ୍କୁ ଜିଲ୍ଲା ହସ୍ପିଟାଲର ଡାକ୍ତରମାନେ ମୃତ ଭାବେ ଅଣାଯାଇଥିବା ଘୋଷଣା କରିଥିଲେ।
https://sambad.in/india-and-beyond/2-sadhus-died-in-mathura-590496/
୨୦୨୩ରେ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ଭାରତ
ନୂଆଦିଲ୍ଲୀ/ରିୟାଦ୍: ପୂର୍ବ ନିର୍ଦ୍ଧାରିତ ସମୟର ବର୍ଷକ ପରେ ଅର୍ଥାତ୍ ୨୦୨୩ ଭାରତ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ବୋଲି ରବିବାର ଦିନ ‘ଜି୨୦’ ନେତାମାନେ ଘୋଷଣା କରିଛନ୍ତି। ‘ଜି୨୦’ର ଓସାକା ଘୋଷଣାନାମା ଅନୁସାରେ, ୨୦୨୨ରେ ଭାରତ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କଥା। ଉକ୍ତ…
https://sambad.in/india-and-beyond/india-to-host-g20-summit-in-2023-590513/
ଏଲ୍ଓସିରେ ଭୂତଳ ସୁଡ଼ଙ୍ଗ ଠାବ, ସୁଡ଼ଙ୍ଗ ଦେଇ ଆତଙ୍କବାଦୀ ପଠାଇଥିଲା ପାକ୍ ସେନା
ଜମ୍ମୁ: ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମାରେ ଆଜି ମିଳିତ ସୁରକ୍ଷା ବାହିନୀ ୧୬୦ ମିଟର ଲମ୍ବ ଭୂତଳ ସୁଡ଼ଙ୍ଗ ଠାବ କରିଛନ୍ତି। ଏହି ସୁଡ଼ଙ୍ଗ ଦେଇ ପାକିସ୍ତାନ ଜୈସ୍ ଆତଙ୍କବାଦୀଙ୍କୁ ଭାରତ ପଠାଉଥିଲା ଏବଂ ନିକଟରେ ନାଗ୍ରୋଟାରେ ନିପାତ ହୋଇଥିବା ୪ ଜୈସ୍ ଆତଙ୍କବାଦୀ ଏହି ରାସ୍ତା ଦେଇ ଭାରତରେ ପଶିଥିଲେ ବୋଲି ଜଣାପଡ଼ିଛି। ଏହି ଆତଙ୍କବାଦୀମାନେ କମାଣ୍ଡୋ ତାଲିମ ନେଇଥିଲେ ଏବଂ ସୁଡ଼ଙ୍ଗ ପାର ହେବାପରେ ଅନ୍ଧାରରେ ୩୦ କିମି ଚାଲି ଚାଲି ଆସିଥିଲେ।
https://sambad.in/india-and-beyond/locate-underground-tunnels-in-loc-590342/
http://epaper.prameyanews.com/m/421715/5fbad857c1742
ଏନ୍କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ : କମ୍ବିଂ ଅପରେସନ ଜାରି, ୬ ଅତ୍ୟାଧୁନିକ ବନ୍ଧୁକ ଜବତ
ଲକାନଗିରି ୨୩।୧୧: ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟରେ ୩ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଜଣେ ଜବାନ ଆହତ ହୋଇଛନ୍ତି ।
http://www.prameyanews7.com/three-maoists-killed-in-encounter-in-chhattisgarh-kanker-district/
ଭାରତ-ଭୁଟାନ୍ ସୀମାରେ ଚୀନ୍ର ବଡ଼ ଷଡ଼ଯନ୍ତ୍ର, ୯ କିମି ଲମ୍ବା ସଡ଼କ ସହିତ ବସତି ସ୍ଥାପନ କରୁଛି
ନୂଆଦିଲ୍ଲୀ: ଭାରତ ସୀମାକୁ ଲାଗି ରହିଥିବା ଭୁଟାନ୍ର ଅଂଚଳକୁ ହଡ଼ପ କରିନେବା ପାଇଁ ଚୀନ୍ ବିଶାଳ ଷଡ଼ଯନ୍ତ୍ର କରୁଛି। ବିଗତ କିଛି ମାସ ମଧ୍ୟରେ ଚୀନ୍ ଏହି ଅଂଚଳରେ ଗୁପ୍ତରେ ୯ କିମି ଲମ୍ବ ସଡ଼କ ନିର୍ମାଣ କରିବା ସହ ଏକ ଗ୍ରାମ ମଧ୍ୟ ସ୍ଥାପନ କରିଛି। ଡୋକ୍ଲାମ କ୍ଷେତ୍ରକୁ ସଂପୂର୍ଣ୍ଣ ଭାବେ ନିଜର ବୋଲି ଦର୍ଶାଇବା ପାଇଁ ଚୀନ୍ ଏଭଳି ଷଡ଼ଯନ୍ତ୍ର କରିଥିବା ବେଳେ ଏହାକୁ ନେଇ ପୁଣି ଭାରତୀ-ଚୀନ୍ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ଭାରତୀୟ ଅଂଚଳ ଭିତର ଦେଇ ମଧ୍ୟ ଚୀନ୍ ନିର୍ମାଣ ଶ୍ରମିକମାନେ ସେମାନଙ୍କ କାମ କରିବାକୁ ଚାହୁଥିବା ବେଳେ ଭାରତୀୟ ସେନାର ସେମାନଙ୍କୁ ଘଉଡ଼ାଇ ଦେଇଛି।
https://sambad.in/india-and-beyond/chinas-big-conspiracy-on-the-india-bhutan-border-590353/
ଭାରତବଂଶୋଦ୍ଭବ ମାଲା ଅଡିଗା ହେବେ ଆମେରିକା ଫାଷ୍ଟ ଲେଡିଙ୍କ ନୀତି ନିର୍ଦ୍ଦେଶିକା
ୱାସିଂଟନ : ନବନିର୍ବାଚିତ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ-ଆମେରିକାନ ମାଲା ଅଡିଗାଙ୍କୁ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କ ନୀତି ନିର୍ଦ୍ଦେଶିକା ନିଯୁକ୍ତ କରିଛନ୍ତି। ଦେଶର ଆଗାମୀ ପ୍ରଥମ ମହିଳା (ଫାଷ୍ଟ ଲେଡି) ହେବାକୁ ଯାଉଥିବା ଜିଲ୍ଙ୍କ ଧ୍ୟାନ ମୁଖ୍ୟତଃ ଶିକ୍ଷା ଉପରେ କେନ୍ଦ୍ରିତ ରହିଛି। ଏଣୁ ଶିକ୍ଷା ସମ୍ପର୍କିତ ନୀତି ଅନୁଭବି ମାଲାଙ୍କୁ ଏହି ପଦ ଲାଗି ମନୋନୀତ କରାଯାଇଛି।
http://www.prameyanews7.com/indian-american-mala-adiga-appointed-as-policy-director-to-jill-biden/
VISWA SAMBAD KENDRA,ODISHA
News paper clipping
Phone / Fax :(0674) 2953383,
Email: visakeobbsr@gmail.com,Web:www.vskodisha.com
.....................................................................................................
୨୯ ନଭେମ୍ବର ୨୦୨୦ ଗଣମାଧ୍ୟମରେ ପ୍ରକାଶିତ ଖବର
୨୩-୧୧-୨୦୨୦
ସଂଗଠନ ସମାଚାର
prameyanews -୨୪ରେ
ଓଡିଶା ଆସିବେ ମୋହନ ଭାଗବତ
http://epaper.prameyanews.com/m/421689/5fbad738695ca
khabareast -आरएसएस प्रमुख मोहन भागवत तीन दिवसीय दौरे पर 24 नवंबर को आएंगे भुवनेश्वर
http://khabareast.com/Odisha/RSS-chief-Mohan-Bhagwat-to-visit-Bhubaneswar-on-24-November
jagran -आरएसएस प्रमुख मोहन भागवत 24 नवंबर को पहुंचेंगे भुवनेश्वर, पदाधिकारियों के साथ करेंगे बैठक
https://www.jagran.com/odisha/bhubaneshwar-rss-chief-mohan-bhagwat-will-reach-bhubaneswar-on-november-twenty-four-21088592.html
କେନ୍ଦ୍ରାପଡା ନଗର ଏବିଭିପିର ନୂତନ କାର୍ଯ୍ୟକାରିଣୀ ଘୋଷଣା
https://samajaepaper.in/imageview_42_231120202355798_4_71_23-11-2020_29_i_1_sf.html
ବ୍ରହ୍ମପୁର ଏବିଭିପିର ମହାନଗର ସମ୍ମିଳନୀ
http://epaper.prameyanews.com/edition/8101/berhampur/page/4
ସୋରରେ ଏବିଭିପି ସମ୍ମିଳନୀ
http://epaper.prameyanews.com/edition/8102/balasore/page/5
https://www.sambadepaper.com/imageview_196823_0573988_4_75_23-11-2020_13_i_1_sf.html
କେନ୍ଦ୍ରାପଡା-ଏବିଭିପିର ନଗର କାର୍ଯ୍ୟକାରିଣୀ
https://www.sambadepaper.com/imageview_196888_04758802_4_88_23-11-2020_0_i_1_sf.html
ମଜୁଦୁର ସଂଘର ବାର୍ଷିକ ସମ୍ମିଳନୀ
https://www.sambadepaper.com/imageview_196921_05352884_4_85_23-11-2020_0_i_1_sf.html
ବ୍ୟାସନଗର: ବିଶ୍ୱହିନ୍ଦୁ ପରିଷଦ ତରଫରୁ ହନୁମାନ ମନ୍ଦିର ସଫେଇ
https://www.sambadepaper.com/imageview_196860_03243141_4_73_23-11-2020_13_i_1_sf.html
ଆର୍ଏସ୍ଏସ୍ଠୁ କାହିଁକି ଦୂରେଇ ଥିଲେ ବାଜପେୟୀ? ସାମ୍ନାକୁ ଆସିଲା ବାନ୍ଧବୀ ରାଜକୁମାରୀଙ୍କ ଭୂମିକା
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜୀବନ ବିବାହ କରି ନ ଥିଲେ ସତ; କିନ୍ତୁ ପ୍ରେମ କରୁଥିଲେ। ଗ୍ବାଲିୟରର ସହପାଠିନୀ ବାନ୍ଧବୀ ରାଜକୁମାରୀ କୌଲଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଥିଲା। ଏହାକୁ ନେଇ ଆର୍ଏସ୍ଏସ୍ରେ ଝଡ଼ ମଧ୍ୟ ଉଠିଥିଲା। ତେବେ ବାଜପେୟୀ ତାଙ୍କ ପ୍ରେମରୁ ପଛକୁ ହଟି ନଥିଲେ। ସେଥିପାଇଁ ଉଦାରବାଦୀ ବାଜପେୟୀଙ୍କୁ ଆରଏସ୍ଏସ୍ର ଘନିଷ୍ଠ ମହଲରୁ ବାହାରେ ରଖାଯାଇଥିଲା। ବାଜପେୟୀଙ୍କ ଏହି ପ୍ରେମ ଏବଂ ତାଙ୍କ ରାଜନୈତିକ ଜୀବନରେ ଏହାର ଭୂମିକା ସଂପର୍କରେ ଏଭଳି ରୋଚକ ବିଷୟକୁ ପଦାକୁ ଆଣିଛି ରାଜନୀତି ବିଜ୍ଞାନୀ ତଥା ଲେଖକ ବିନୟ ସୀତାପତିଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଯୁଗଳବନ୍ଦୀ-ଦି ବିଜେପି ବିଫୋର ମୋଦୀ’।……………………
https://sambad.in/india-and-beyond/why-was-vajpayee-away-from-the-rss-590431/
http://www.prameyanews7.com/story-of-atal-vihari-bajpayee-in-new-book/
ସମାଜ-ହିନ୍ଦୁ ବରକୁ ମୁସଲିମ କନ୍ୟା
https://samajaepaper.in/imageview_32_2311202022824469_4_71_23-11-2020_2_i_1_sf.html
ଗୋମାତା
ମଧ୍ୟ ପ୍ରଦେଶରେ ଲାଗିପାରେ ଗୋମାତା ଟ୍ୟାକ୍ସ, ଶିବରାଜ କହିଲେ- ଜନତାଙ୍କଠୁ ମିଳିଛି ସରକାତ୍ମକ ସନ୍ଦେଶ
ଭୋପାଳ ୨୨।୧୧: ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ କହିଛନ୍ତି, ବିଜେପି ସରକାର ରାଜ୍ୟରେ ଗୋବଂଶ କଲ୍ୟାଣ ପାଇଁ ଅର୍ଥ ଯୋଗାଡ ପାଇଁ କିଛି ଟ୍ୟାକ୍ସ ଲଗାଇବାକୁ ଯୋଜନା କରୁଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଭୋପାଳରେ ନିଜ ବାସଭବନରେ ଅନଲାଇନ୍ ମାଧ୍ୟମରେ ରାଜ୍ୟର ନବଗଠିତ ଗୋକ୍ୟାବିନେଟ୍ ବୈଠକ କରିଛନ୍ତି।
http://www.prameyanews7.com/shivraj-said-gomata-tax-can-be-expected-in-mp/
ଆଠଗଡ ବିକାଶ ମଂଚର ଗୋପୁଜନ
https://samajaepaper.in/imageview_33_2311202022852227_4_71_23-11-2020_20_i_1_sf.html
ଅସ୍ତରଙ୍ଗ: ଷଣ୍ଢ ଚାଲାଣ ବେଳେ ଧରାପଡିଲେ
https://www.sambadepaper.com/imageview_196922_0544151_4_85_23-11-2020_2_i_1_sf.html
ସେବା
୧୦୧
ଥର
ରକ୍ତଦାନ
https://www.sambadepaper.com/imageview_196802_0258656_4_77_23-11-2020_12_i_1_sf.html
ଗଛ ମଣିଷ ବାଇଧର
https://www.sambadepaper.com/imageview_196802_0258656_4_77_23-11-2020_12_i_1_sf.html
ଲଭ୍ ଜିହାଦ
ଲଭ୍ ଜିହାଦ ଆଇନକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଲେ ଓଓ୍ଵେସୀ, କହିଲେ- ଆଇନ କରିବା ପୂର୍ବରୁ ପ୍ରଥମେ ସମ୍ଵିଧାନ ପଢି ନିଅନ୍ତୁ
ନୂଆଦିଲ୍ଲୀ ୨୨।୧୧: ଭାରତରେ ସଂପ୍ରତି ଲଭ୍ ଜିହାଦ ବିରୁଦ୍ଧରେ ଆଇନ ପ୍ରଣୟନ କରିବା ମାମଲା ଚର୍ଚ୍ଚାରେ ରହିଛି। ମଧ୍ୟ ପ୍ରଦେଶର ଶିବରାଜ ସରକାର ଏହାରି ବିରୋଧରେ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ବେଳେ ଉତ୍ତର ପ୍ରଦେଶ ମଧ୍ୟ ଶୀଘ୍ର ଏହାକୁ ନେଇ ଆଇନ ତିଆରି କରିବାକୁ ଯାଉଛି। ଏହା ବ୍ୟତୀତ ବିହାର, ହରିୟାଣାରେ ମଧ୍ୟ ଲଭ୍ ଜିହାଦ ବିରୁଦ୍ଧରେ ଆଇନ କରିବାକୁ ଦାବି ଉଠୁଛି। ଏହା ମଧ୍ୟରେ ଏଆଇଏମଆଇଏମର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ହାଇଦ୍ରାବାଦର ସାଂସଦ ଅସଦୁଦ୍ଦୀନ ଓଓ୍ଵେସୀ ଏହା ସମ୍ବିଧାନର ଭାବନା ବିରୁଦ୍ଧ ଦର୍ଶାଇ ପ୍ରଥମେ ସମ୍ଵିଧାନ ପଢିବାକୁ ପରାମର୍ଶ ଦେଇଛନ୍ତି।
http://www.prameyanews7.com/owaisi-says-on-love-jihad-it-will-be-gross-violation-of-articles-14-21-scrap/
ଶପଥ ଗ୍ରହଣ ସମାରୋହରେ AIMIM ବିଧାୟକଙ୍କ ହଙ୍ଗାମା: ହିନ୍ଦୁସ୍ଥାନ କହିବାକୁ କଲେ ଅସ୍ବୀକାର
ପାଟନା ୨୩/୧୧ : ୧୭ତମ ବିହାର ବିଧାନସଭା ଅଧିବେଶନ ସମୟରେ ସଂସଦରେ ପ୍ରବେଶ କରିବା ପୂର୍ବରୁ ବିଧାୟକମାନେ ପାହାଚକୁ ପ୍ରଣାମ କରି ପ୍ରବେଶ କରିଥିବାର ଏକ ସୁନ୍ଦର ଫଟୋ ଭାଇରାଲ ହୋଇଛି। କିନ୍ତୁ ଅସଦୁଦ୍ଦିନ ଓୱୋସୀଙ୍କ AIMIM ଦଳ ବିଧାୟକ ହିନ୍ଦୁସ୍ଥାନ ନ କହିବାକୁ ହଙ୍ଗାମା ହୋଇଛି। ଦଳର ବିଧାୟକ ଶପଥ ସମୟରେ ଭାରତ କହିବାକୁ ଜିଦ ଧରି ବସିଥିଲେ କାରଣ ସେମାନେ ହିନ୍ଦୁସ୍ଥାନ କହିବାକୁ ଆପତ୍ତି ଦର୍ଶାଇଥିଲେ। ସବୁଠାରୁ ଖାସ କଥା ହେଲା ଏଆଇଏମଆଇଏମ ବିଧାୟକଙ୍କ ଏହି ବ୍ୟବହାରକୁ ଜନତା ଦଳ ୟୁନାଇଟେଡ଼ ବିରୋଧ କରିଥିଲା।
http://www.prameyanews7.com/aimim-mla-refuse-to-speak-hindustan-during-oath-taking-ceremony-in-bihar/
ଦେଶ ବିଦେଶ
ପାକିସ୍ତାନ ଛାଡିବାକୁ ଗୁଗୁଲ.ଟ୍ୱିଟର ଓ ଫେସବୁକର ଧମକ
https://samajaepaper.in/imageview_46_231120202389710_4_71_23-11-2020_5_i_1_sf.html
ମାଓ ଶିବିର ଠାବ ବିପୁଳ ପରିମାଣର ମାରଣାସ୍ତ୍ର ଓ ମାଓସାମଗ୍ରୀ ଜବତ
https://samajaepaper.in/imageview_23_2311202022215172_4_71_23-11-2020_11_i_1_sf.html
ଯୁବ ଇଂଜିନିୟରରୁ ସଫଳ ଚାଷୀ
http://epaper.prameyanews.com/m/421739/5fbad958f2a98
ମଥୁରାରେ ଦୁଇ ସାଧୁଙ୍କ ରହସ୍ୟଜନକ ମୃତ୍ୟୁ
ମଥୁରା : ମଥୁରାର ଏକ ଆଶ୍ରମରେ ଦୁଇ ଜଣ ସାଧୁଙ୍କର ରହସ୍ୟଜନକ ମୃତ୍ୟୁ ହୋଇଛି। ଚା’
ପିଇ ସାରିବା ପରେ ଦୁଇ ଜଣ ସାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଧୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମଥୁରାର ଏସଏସପି ଗୌରବ ଗ୍ରୋଭରଙ୍କ କହିବାନୁଯାୟୀ,
୬୦ ବର୍ଷ ବୟସ୍କ ସାଧୁ ଗୁଲାବ ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ୬୧ ବର୍ଷୀୟ ସାଧୁ ଶ୍ୟାମ ସୁନ୍ଦରଙ୍କୁ ଜିଲ୍ଲା ହସ୍ପିଟାଲର ଡାକ୍ତରମାନେ ମୃତ ଭାବେ ଅଣାଯାଇଥିବା ଘୋଷଣା କରିଥିଲେ।
https://sambad.in/india-and-beyond/2-sadhus-died-in-mathura-590496/
୨୦୨୩ରେ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ଭାରତ
ନୂଆଦିଲ୍ଲୀ/ରିୟାଦ୍: ପୂର୍ବ ନିର୍ଦ୍ଧାରିତ ସମୟର ବର୍ଷକ ପରେ ଅର୍ଥାତ୍ ୨୦୨୩ ଭାରତ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ବୋଲି ରବିବାର ଦିନ ‘ଜି୨୦’ ନେତାମାନେ ଘୋଷଣା କରିଛନ୍ତି। ‘ଜି୨୦’ର ଓସାକା ଘୋଷଣାନାମା ଅନୁସାରେ, ୨୦୨୨ରେ ଭାରତ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କଥା। ଉକ୍ତ…
https://sambad.in/india-and-beyond/india-to-host-g20-summit-in-2023-590513/
ଏଲ୍ଓସିରେ ଭୂତଳ ସୁଡ଼ଙ୍ଗ ଠାବ, ସୁଡ଼ଙ୍ଗ ଦେଇ ଆତଙ୍କବାଦୀ ପଠାଇଥିଲା ପାକ୍ ସେନା
ଜମ୍ମୁ: ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟର ସ୍ଥିତ ଅନ୍ତର୍ଜାତୀୟ ସୀମାରେ ଆଜି ମିଳିତ ସୁରକ୍ଷା ବାହିନୀ ୧୬୦ ମିଟର ଲମ୍ବ ଭୂତଳ ସୁଡ଼ଙ୍ଗ ଠାବ କରିଛନ୍ତି। ଏହି ସୁଡ଼ଙ୍ଗ ଦେଇ ପାକିସ୍ତାନ ଜୈସ୍ ଆତଙ୍କବାଦୀଙ୍କୁ ଭାରତ ପଠାଉଥିଲା ଏବଂ ନିକଟରେ ନାଗ୍ରୋଟାରେ ନିପାତ ହୋଇଥିବା ୪ ଜୈସ୍ ଆତଙ୍କବାଦୀ ଏହି ରାସ୍ତା ଦେଇ ଭାରତରେ ପଶିଥିଲେ ବୋଲି ଜଣାପଡ଼ିଛି। ଏହି ଆତଙ୍କବାଦୀମାନେ କମାଣ୍ଡୋ ତାଲିମ ନେଇଥିଲେ ଏବଂ ସୁଡ଼ଙ୍ଗ ପାର ହେବାପରେ ଅନ୍ଧାରରେ ୩୦ କିମି ଚାଲି ଚାଲି ଆସିଥିଲେ।
https://sambad.in/india-and-beyond/locate-underground-tunnels-in-loc-590342/
http://epaper.prameyanews.com/m/421715/5fbad857c1742
ଏନ୍କାଉଣ୍ଟରରେ ୩ ହାର୍ଡକୋର ମାଓବାଦୀ ନିହତ : କମ୍ବିଂ ଅପରେସନ ଜାରି, ୬ ଅତ୍ୟାଧୁନିକ ବନ୍ଧୁକ ଜବତ
ଲକାନଗିରି ୨୩।୧୧: ମାଲକାନଗିରି-ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟରେ ୩ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ଜଣେ ଜବାନ ଆହତ ହୋଇଛନ୍ତି ।
http://www.prameyanews7.com/three-maoists-killed-in-encounter-in-chhattisgarh-kanker-district/
ଭାରତ-ଭୁଟାନ୍ ସୀମାରେ ଚୀନ୍ର ବଡ଼ ଷଡ଼ଯନ୍ତ୍ର, ୯ କିମି ଲମ୍ବା ସଡ଼କ ସହିତ ବସତି ସ୍ଥାପନ କରୁଛି
ନୂଆଦିଲ୍ଲୀ: ଭାରତ ସୀମାକୁ ଲାଗି ରହିଥିବା ଭୁଟାନ୍ର ଅଂଚଳକୁ ହଡ଼ପ କରିନେବା ପାଇଁ ଚୀନ୍ ବିଶାଳ ଷଡ଼ଯନ୍ତ୍ର କରୁଛି। ବିଗତ କିଛି ମାସ ମଧ୍ୟରେ ଚୀନ୍ ଏହି ଅଂଚଳରେ ଗୁପ୍ତରେ ୯ କିମି ଲମ୍ବ ସଡ଼କ ନିର୍ମାଣ କରିବା ସହ ଏକ ଗ୍ରାମ ମଧ୍ୟ ସ୍ଥାପନ କରିଛି। ଡୋକ୍ଲାମ କ୍ଷେତ୍ରକୁ ସଂପୂର୍ଣ୍ଣ ଭାବେ ନିଜର ବୋଲି ଦର୍ଶାଇବା ପାଇଁ ଚୀନ୍ ଏଭଳି ଷଡ଼ଯନ୍ତ୍ର କରିଥିବା ବେଳେ ଏହାକୁ ନେଇ ପୁଣି ଭାରତୀ-ଚୀନ୍ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ଭାରତୀୟ ଅଂଚଳ ଭିତର ଦେଇ ମଧ୍ୟ ଚୀନ୍ ନିର୍ମାଣ ଶ୍ରମିକମାନେ ସେମାନଙ୍କ କାମ କରିବାକୁ ଚାହୁଥିବା ବେଳେ ଭାରତୀୟ ସେନାର ସେମାନଙ୍କୁ ଘଉଡ଼ାଇ ଦେଇଛି।
https://sambad.in/india-and-beyond/chinas-big-conspiracy-on-the-india-bhutan-border-590353/
No comments:
Post a Comment