VISWA SAMBAD KENDRA,ODISHA
News paper clipping
Phone / Fax :(0674) 2953383,
Email: visakeobbsr@gmail.com,Web:www.vskodisha.com
.....................................................................................................
୨୪ ନଭେମ୍ବର ୨୦୨୦ ଗଣମାଧ୍ୟମରେ ପ୍ରକାଶିତ ଖବର
୨୪-୧୧-୨୦୨୦
ସଂଗଠନ ସମାଚାର
1- newindianexpress
-RSS chief Mohan Bhagwat on 3-day visit to Odisha from November 25
BHUBANESWAR: Rashtriya Swayamsevak Sangh
(RSS) chief Mohan Bhagwat is set to arrive in Odisha on a three-day
visit beginning Wednesday. He will attend the annual meeting of Akhil
Bharatiya Karyakari Mandal (ABKM).
The meeting from November 25 to 27 is an annual feature of top office
bearers of RSS. Apart from a few top functionaries of Sangh, the meeting will
be attended by officer bearers of Odisha, West Bengal and Andaman and Nicobar
islands.
2- orissadiary -RSS chief Dr Mohan Bhagwat to arrive in
Odisha on 3-day visit today
https://orissadiary.com/rss-chief-dr-mohan-bhagwat-to-arrive-in-odisha-on-3-day-visit-today/
3-Otv-RSS Chief Mohan Bhagwat To Visit Odisha
https://www.youtube.com/watch?v=ThsGsaWicnM
ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ କାର୍ଯ୍ୟାଳୟରେ ହନୁମାନ ଚାଳିଶା
https://samajaepaper.in/imageview_23_2411202014656895_4_76_24-11-2020_15_i_1_sf.html
ଗୋମାତା
ଏପଟେ ଗୋ ସମ୍ବର୍ଦ୍ଧନ, ସେପଟେ ଗୋଚାଲାଣ : ଗୋରୁବୋଝେଇ ଗାଡ଼ି ସହ ୨ ଅଟକ, ୮ ଗୋରୁବେପାରୀ ଗଛରେ ବନ୍ଧାହେଲେ
ବାଲେଶ୍ୱର/ଓଲମରା : ଗୋଟିଏ ପଟେ ସରକାର ଗୋସମ୍ପଦ ସୁରକ୍ଷା ପାଇଁ ଗୋସମ୍ବର୍ଦ୍ଧନ ସପ୍ତାହ ପାଳନ କରୁଛନ୍ତି। ଅନ୍ୟପଟେ ବେଆଇନ ଗୋଚାଲାଣ ବେଧଡ଼କ ଭାବେ ବଢ଼ିଚାଲିଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଟ୍ରକ ଟ୍ରକ ଗୋରୁଗାଈ ବାଲେଶ୍ବର ଦେଇ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ଏହାକୁ ରୋକିବା ନେଇ ସରକାରୀ ନିୟମ ଧର୍ମକୁ ଆଖିଠାର ସଦୃଶ ହୋଇଥିବା ଅଭିଯୋଗ ହୋଇଛି।
https://sambad.in/state/2-arrested-with-cattle-carts-8-cattle-traders-tied-to-trees-590827/
ଗୋରୁ ଗାଡି ଅଟକାଇ ଥାନାରେ ଜିମା ଦେଲେ ଗ୍ରାମବାସୀ
https://samajaepaper.in/imageview_6_2411202002015835_4_75_24-11-2020_14_i_1_sf.html
ଧର୍ମାନ୍ତରୀକରଣ
ଧର୍ମାନ୍ତରୀକରଣକୁ
ଦେଶାଉଲି ହୋ ମାର୍ଶଲ ଆକାଳାର ବିରୋଧ
https://www.sambadepaper.com/imageview_197186_235920596_4_90_24-11-2020_2_i_1_sf.html
ଜନଜାତି
ଜାଲିଆତି କରି ଜନଜାତି ଛାତ୍ରୀଙ୍କ ଶିକ୍ଷାବୃତି ହଡପ
https://www.sambadepaper.com/imageview_197153_05114991_4_77_24-11-2020_13_i_1_sf.html
ଯଦି ଭୋଟର ତାଲିକାରେ ୩୦ ହଜାର ରୋହିଙ୍ଗ୍ୟା ଅଛନ୍ତି, ତେବେ ଅମିତ ଶାହା କଣ କରୁଛନ୍ତି : ଓସାଦୁଦ୍ଦିନ ଓୱେସି
ହାଇଦରାବାଦ : ଭୋଟର ତାଲିକାରେ
୩୦
ହଜାର
ରୋହିଙ୍ଗ୍ୟା
ସାମିଲ
ନେଇ
ବିଜେପିର
ଅଭିଯୋଗ
ପରେ
ଗୃହମନ୍ତ୍ରୀ
ଅମିତ
ଶାହାଙ୍କୁ
ଟାର୍ଗେଟ
କରିଛନ୍ତି
ଏଆଇଏମ୍ଆଇଏମ୍
ମୁଖ୍ୟ
ତଥା
ହାଇଦରାବାଦ
ସାଂସଦ
ଓସାଦୁଦ୍ଦିନ
ଓୱେସି।
ସେମାବାର
ହାଇଦରାବାଦରେ
ଜିଏମଏମସି
ନିର୍ବାଚନୀ
ପ୍ରଚାର
ପାଇଁ
ଏକ
ସମାବେଶକୁ
ସମ୍ବୋଧିତ
କରୁଥିବା
ବେଳେ
ଓସାଦୁଦ୍ଦିନ
ଓୱେସି
କେନ୍ଦ୍ର
ଗୃହମନ୍ତ୍ରୀ
ଅମିତ
ଶାହା
ଏବଂ
ବିଜେପିକୁ
ଟାର୍ଗେଟ
କରି
କହିଛନ୍ତି
ଯେ
ଯଦି
ନିର୍ବାଚନ
ତାଲିକାରେ
୩୦,୦୦୦
ରୋହିଙ୍ଗ୍ୟା
ଅଛନ୍ତି,
ତେବେ
ଦେଶର
ଗୃହମନ୍ତ୍ରୀ
ଅମିତ
ଶାହା
କଣ
କରୁଛନ୍ତି?
ପଶ୍ଚିମବଙ୍ଗରେ ଓୱେସିଙ୍କୁ ଧକ୍କା; ଏଆଇଏମ୍ଆଇଏମ୍ ଆବାହକ ତୃଣମୂଳରେ ସାମିଲ
କଲକାତା : ବିହାର ବିଧାନସଭା
ନିର୍ବାଚନରେ
ଅପ୍ରତ୍ୟାଶିତ
ସଫଳତା
ହାସଲ
ପରେ
ଉତ୍ସାହିତ
ଏଆଇଏମ୍ଆଇଏମ୍
ମୁଖ୍ୟ
ତଥା
ହାଇଦରାବାଦ
ସାଂସଦ
ଓସାଦୁଦ୍ଦିନ
ଓୱେସିଙ୍କୁ
ପଶ୍ଚିମବଙ୍ଗରେ
ଗଭୀର
ଧକ୍କା
ଲାଗିଛି।
ଆସନ୍ତା
ବର୍ଷ
ଏହି
ରାଜ୍ୟର
ବିଧାନସଭା
ନିର୍ବାଚନରେ
ପ୍ରାର୍ଥୀ
ଦେବେ
ବୋଲି
ଓୱେସି
ଘୋଷଣା
କରିଥିବାବେଳେ
ତାଙ୍କ
ଦଳର
ପଶ୍ଚିମବଙ୍ଗ
ଆବାହକ
ଥିବା
ଶେଖ୍
ଅନୱାର
ହୁସେନ୍
ପାଶା
ସୋମବାର
ଦଳ
ଛାଡ଼ି
ତୃଣମୂଳ
କଂଗ୍ରେସରେ
ଯୋଗ
ଦେଇଛନ୍ତି।
No comments:
Post a Comment