VISWA SAMBAD KENDRA,ODISHA
News
paper clipping
Phone / Fax :(0674) 2953383,
Email: visakeobbsr@gmail.com,Web:www.vskodisha.com
.....................................................................................................
୨୧ ନଭେମ୍ବର ୨୦୨୦ ଗଣମାଧ୍ୟମରେ ପ୍ରକାଶିତ ଖବର
୨୧-୧୧-୨୦୨୦
ସଂଗଠନ
ସମାଚାର
ଚନ୍ଦ୍ରଭାଗାର ଆଧ୍ୟାତ୍ମିକ ରକ୍ଷା ହେଉ -ଭିଏଚ୍ପି
http://epaper.prameyanews.com/m/420183/5fb81b3539f40
କନ୍ଧମାଳ କୁଇ ସମନ୍ୱୟ ସମିତିର ସମାବେଶ
http://epaper.prameyanews.com/m/419967/5fb8085318f4b
ଗୋ
ମାତା
ଜଗତସିଂପୁର: ଗୋରୁ ଚୋରା ଚାଲାଣ ରୋକିବାକୁ ଦାବି
https://samajaepaper.in/imageview_52_2111202025430775_4_71_21-11-2020_34_i_1_sf.html
ଗୋରୁ ବୋଝେଇ ପିକପ ଭ୍ୟାନ ଅଟକ
https://samajaepaper.in/imageview_71_2111202004446163_4_77_21-11-2020_8_i_1_sf.html
ଶୁଭୁ ନାହିଁ ହମାରଡି, ଦିଶୁନାହିଁ ଗୋଧୂଳି
http://epaper.prameyanews.com/m/420250/5fb81cc5e1ebe
ବେତନଟିରେ ଗୋରୁ ବୋଝେଇ ଭ୍ୟାନ ଜବତ
http://epaper.prameyanews.com/edition/8070/mayurbhanj/page/4
ଆଦିବାସୀ
ନାମ ଲେଖାରୁ ଦଳିତ ଓ ଆଦିବାସୀ ବର୍ଗ ଛାତ୍ରଛାତ୍ରୀ ବଂଚିତ
https://samajaepaper.in/imageview_46_2111202024751311_4_71_21-11-2020_29_i_1_sf.html
ପାନ ଦୋକାନୀରୁ ସ୍କୁଲ ଅଧ୍ୟକ୍ଷ
https://www.sambadepaper.com/imageview_195626_31626520_4_73_21-11-2020_13_i_1_sf.html
ଏବେବି ରହସ୍ୟ ଘେରରରେ ୮ ହଜାର ବର୍ଷ ତଳର ଗୁମ୍ପା
http://epaper.prameyanews.com/m/420441/5fb824853e187
ଆତଙ୍କବାଦ
ପୁଣି ଆତଙ୍କୀ ମୁହଁରେ ପୁରୀ
https://www.sambadepaper.com/imageview_195686_21819173_4_85_21-11-2020_0_i_1_sf.html
ସନ୍ଦିଗ୍ଧ ଆତଙ୍କବାଦୀକୁ ପଚରାଉଚରା : ବିସ୍ଫୋରକ ସାମଗ୍ରୀ
ତିଆରି ପାଇଁ ନେଉଥିଲା ତାଲିମ
ନୂଆଦିଲ୍ଲୀ :
ଦିଲ୍ଲୀ ପୁଲିସ ଗିରଫ କରିଥିବା ଜୈଶ-ଏ-ମହମ୍ମଦର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ ଲତିଫ ମିର ଓରଫ୍
ମହମ୍ମଦ ଅର୍ଶଫ ଖଟାନା ଦେବବନ୍ଦ, ୟୁପିରେ
ଅସ୍ତ୍ରଶସ୍ତ୍ର ଚାଳନା ଏବଂ ବିସ୍ଫୋରକ ସାମଗ୍ରୀ ତିଆରି କରିବା ପାଇଁ ତାଲିମ ନେଇଛି। ତେବେ
ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ସେ ଟ୍ରେନିଂ ନେବାକୁ ଦେବବନ୍ଦ ଯାଉଥିଲା। ପଚରାଉଚରା
ବେଳେ ଦୁହେଁ କହିଥିଲେ ଯେ ସେମାନେ ଦେବବନ୍ଦ ସମେତ ଅନେକ ସ୍ଥାନରେ କିଛି ଦିନ ହେବରହିଛି । ତା’ ସହିତ ଜାମ୍ମୁ କାଶ୍ମୀରର ଆଉ ଚାରିଜଣ ଯୁବକ ପାକିସ୍ତାନ ଯିବାକୁ ଚାହୁଁଥିଲେ। ଗତ ମାସରେ
ମଧ୍ୟ ସେ ଜାମ୍ମୁ କାଶ୍ମୀର ସୀମାରୁ ପାକିସ୍ତାନ ଯିବାକୁ ଚେଷ୍ଟା କରିଥିଲେ। ବାଂଲାଦେଶ ଦେଇ ଏହି
ଯୁବକମାନଙ୍କୁ ପାକିସ୍ତାନ ପଠାଇବାକୁ ପ୍ରସ୍ତୁତି ଚାଲିଥିଲା।
https://www.samajalive.in/suspected-terrorists-came-to-delhi-with-training-in-making-explosives-and-weapons/241129.html
ପାକିସ୍ତାନ
ପାକିସ୍ତାନ ଡ଼େଣା କାଟିଲା ଫ୍ରାନ୍ସ: ବିମାନ ଓ ବୁଡ଼ାଜାହାଜ ନବୀକରଣ ସହାୟତା ଲାଗି
ଇମ୍ରାନଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ
ପାକିସ୍ତାନର ଡ଼େଣା କାଟିଛି ଫ୍ରାନ୍ସ । ପାକ୍
ବାୟୁସେନାରେ ସାମିଲ ମିରାଜ ଯୁଦ୍ଧ ବିମାନ ନବୀକରଣ ନିମନ୍ତେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ
ଖାଁଙ୍କ ଅନୁରୋଧକୁ ଫ୍ରାନ୍ସ ରାଷ୍ଟ୍ରପତି ରୋକଠୋକ୍ ମନା କରିଦେଇଛନ୍ତି । ଫଳରେ ପାକିସ୍ତାନ ବଡ଼
ଅଡ଼ୁଆ ପରିସ୍ଥିତିରେ ପଡ଼ିଛି । ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ
ମନ୍ତବ୍ୟକୁ ଇମ୍ରାନ କରିଥିବା ସମାଲୋଚନା ଯୋଗୁଁ ତାଙ୍କୁ କେବଳ ବହୁମୂଲ୍ୟ ଦେବାକୁ ପଡ଼ିନାହିଁ, ଇସ୍ଲାମୀୟ ଆତଙ୍କବାଦୀଙ୍କ ପ୍ରୋତ୍ସାହିତ
କରୁଥିବାଯୋଗୁଁ ମଧ୍ୟ ପାକିସ୍ତାନ ଲାଗି ସମସ୍ୟା ସୃଷ୍ଟି କରିଛି ।
ପାକିସ୍ତାନରେ ମହିଳା ଘରୁ ଗୋଡ଼ କାଢ଼ିଲେ ପୁରୁଷଙ୍କ ‘ମନସ୍ତାତ୍ତ୍ବିକ ହିଂସା’ର ଶିକାର ହୁଅନ୍ତି
ଇସଲାମାବାଦ:
ଅନ୍ୟାନ୍ୟ ଦେଶ ତୁଳନାରେ ପାକିସ୍ତାନରେ ମହିଳାମାନେ ଅତ୍ୟନ୍ତ ଅସୁରକ୍ଷିତ। ଏପରିକି ଘରେ
ରହୁଥିବା ମହିଳାମାନଙ୍କୁ ମଧ୍ୟ ସୁରକ୍ଷା ଦେବାରେ ପାକିସ୍ତାନ ସରକାର ସଫଳ ହୋଇପାରୁ ନାହିଁ।
ଏଥିପାଇଁ ପାକିସ୍ତାନର ମହିଳାମାନଙ୍କ ମଧ୍ୟରେ ପ୍ରବଳ କ୍ରୋଧ ସୃଷ୍ଟି ହେଲାଣି। ପାଖାପାଖି ୧୦
କୋଟି ମହିଳାଙ୍କ ମଧ୍ୟରେ ଏହି କ୍ରୋଧ ପୁଞ୍ଜୀଭୂତ ହୋଇ ରହିଛି ବୋଲି ନିକଟରେ ନ୍ୟୁୟର୍କ
ଟାଇମ୍ସରେ ଇସଲାମାବାଦର ସାମ୍ବାଦିକା ଫତିମା ଭୋଜାନି ଲେଖିଛନ୍ତି। ନିକଟରେ ତାଙ୍କୁ ତାଙ୍କର
ଜଣେ ୧୯ ବର୍ଷୀୟା ବାନ୍ଧବୀ ଏକ କାଫେରେ ଗୋଟିଏ କଥା କହିଥିଲେ। ତାହା ହେଲା- ସେ କାହିଁକି
ବଞ୍ଚିବା ଉଚିତ ନୁହେଁ। ଏହି କଥାଟି ତାଙ୍କ ମନରେ ସବୁଦିନ ପ୍ରତିଧ୍ବନିତ ହେଉଛି। ଉବରରେ ଯାତ୍ରା
କରିବା ସମୟରେ ସେ ଡ୍ରାଇଭରର ଠିକ୍ ପଛ ସିଟ୍ରେ ବସନ୍ତି। ଏହାର କାରଣ ହେଲା ଡ୍ରାଇଭର ତାଙ୍କ
ଆଡ଼କୁ ଝାମ୍ପି ଆସି ପାରିବ ନାହିଁ। ଏପରିକି ସେମାନେ କଥା ହୋଇଥିଲେ ଯେ, ଯଦି
ଏଭଳି ହୁଏ ତାହେଲେ ଚଳନ୍ତା କାରରୁ ଡେଇଁ ହେବ କି? ସେହିଭଳି ଛୁରି ବଦଳରେ
ଗୋଲମରିଚ ଗୁଣ୍ଡ ବ୍ୟବହାର କରାଯାଇ ପାରିବ କି ବୋଲି ଉପରେ ମଧ୍ୟ ବିତର୍କ କରିଥିଲୁ।
https://sambad.in/india-and-beyond/in-pakistan-men-want-women-to-leave-their-homes-589562/
ଖନନ ସମୟରେ ପାକିସ୍ତାନରୁ ମିଳିଲା ୧୩୦୦ବର୍ଷ ପୁରୁଣା ବିଷ୍ଣୁ ମନ୍ଦିର
ଇସଲାମାବାଦ: ଇସଲାମାବାଦର ଉତ୍ତର ପଶ୍ଚିମ ପାକିସ୍ତାନରେ
ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ
୧୩୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଖୋଜି ବାହାର କରିଛନ୍ତି। ଏହି ମନ୍ଦିର ସ୍ବାତ ଜିଲ୍ଲାର ଏକ ପର୍ବତରେ ରହିଛି। ଖନନ ସମୟରେ ଏହି ମନ୍ଦିର ଥିବା ସମ୍ପର୍କରେ
ଜଣାପଡ଼ିଥିଲା ବୋଲି ପାକିସ୍ତାନର ପ୍ରତ୍ନତତ୍ତ୍ୱ ବିଭାଗର
ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କର ରହିଛି। ମନ୍ଦିର ପାଖରେ ଏକ
ପୁଷ୍କରଣୀ ରହିଥିବା ବି ଦେଖିବାକୁ ମିଳିଛି।
https://sambad.in/india-and-beyond/1300-years-old-ancient-hindu-temple-discovered-589423/
No comments:
Post a Comment